ଶ୍ରୀ ମାନସ ଚରିତ ପାଳନ

Spread the love

କୋରେଇ ବ୍ଲକ ଅନ୍ତର୍ଗତ ଧନପୁର ଗ୍ରାମ ରେ ମାନସ ଚରିତ ପାଳନ ।
ପଣ୍ଡିତ ସୂର୍ଯ୍ୟମଣି ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆଗ କୁ ନେଇଥିଲେ । ପୂଜକ ରବୀନ୍ଦ୍ର ମିଶ୍ର ବିଭୁତି ଉପାଧ୍ୟାୟ ପ୍ରସନ ପଣ୍ଡା ପ୍ରଦୀପ ପଢି , ଯୁଧିଷ୍ଟିର ସାହୁ
ସିଧର ସ୍ୱାଇଁ ଦୟାନିଧି ସ୍ୱାଇଁ ଉପେନ୍ଦ୍ର ସାହୁ ଅମୁଲ୍ୟ ସାହୁ ଅଶୋକ ମହାରଣା ଗ୍ରାମର ଭକ୍ତ ବୃନ୍ଦ ଯୋଗ ଦାନ ଦେଇଥିଲେ


Spread the love

Leave a Reply

Your email address will not be published. Required fields are marked *