ଯାତ୍ରୀ ବାହି ବସ ଦୁର୍ଘଟଣା ଗ୍ରସ୍ତ

Spread the love

16 ନମ୍ବର ଜାତୀୟ ରାଜପଥ ରେ ଭୁବେଶ୍ବର ରୁ କଲିକତା ଅଭିମୁଖେ ଯାଉଥିବା ଯାତ୍ରୀ ବାହି ବସ କାଳିଆ ନାନା ଭରସ୍ୟମ ହରାଇ ବାରବାଟି ନିକଟ ରେ ଓଲଟି ପଡ଼ିଛି ଯାହା ଫଳ ରେ ଅନେକ ଗୁରୁତର ହାହତ ହୋଇଛନ୍ତି

କାଳିଆନନା ନାମକ ବସ କୁଆଖିଆ ଥାନା ଅନ୍ତର୍ଗତ ବାରବାଟୀ ନିକଟରେ ଦୃଘଟଣା ଗ୍ରସ୍ତ ।
ଭୁବନେଶ୍ୱର ରୁ ୱେଷ୍ଟ ବେଙ୍ଗଲ ନନ୍ଦ କୁମାର ଦୀଘା ଯାଉଥିବା ସୂଚନା

୫୦ଜଣ ବ୍ୟକ୍ତି ଆହତ ହୋଇଥିବା ସୂଚନା


Spread the love

Leave a Reply

Your email address will not be published. Required fields are marked *